ଭାରତ ମହାସାଗରରେ ବୁଲୁଛି ଚୀନର ଯୁଦ୍ଧଜାହାଜ, ଭାରତୀୟ ନୌସେନା ସତର୍କ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱ କରୋନା ମହାମାରୀକୁ ନେଇ ବ୍ୟସ୍ତ ଥିବାବେଳେ ଏହି ଭୁତାଣୁ ର ଉତ୍ପତ୍ତିସ୍ଥଳ ଚୀନ ଗୋପନରେ ନିଜ ବିସ୍ତାରବାଦୀ କାର୍ଯ୍ୟକ୍ରମ ଜାରି ରଖିଛି। ଗତ କିଛି ଦିନ ଧରି ଚୀନର ପ୍ରାୟ ୭-୮ଟି ଯୁଦ୍ଧ ପୋତ ଭାରତ ମହାସାଗରରେ ପଇଁତରା ମାରୁଛନ୍ତି। ଏହାକୁ ନେଇ ଭାରତୀୟ ନୌସେନା ସତର୍ତ ହୋଇଉଠିଛି। ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ କହିଛନ୍ତି ଯେ ସବୁ ସ୍ଥିତିର ସାମନା … Continue reading ଭାରତ ମହାସାଗରରେ ବୁଲୁଛି ଚୀନର ଯୁଦ୍ଧଜାହାଜ, ଭାରତୀୟ ନୌସେନା ସତର୍କ